User talk:Saswat28
Latest comment: 9 years ago by Psubhashish in topic ଓଡ଼ିଆରେ ବନାନ ଅଶୁଦ୍ଧି ବାବଦରେ
ଭାଗବତ ଲେଖାରେ ଯୋଗଦେଇଥିବାରୁ ବଡ଼ଠାକୁରଙ୍କ ଅବଢ଼ାଟିକେ
[edit]![](http://upload.wikimedia.org/wikipedia/commons/thumb/1/1d/Abadha_Kudua.jpg/220px-Abadha_Kudua.jpg)
ଶାସ୍ୱତ ଭାଇ (talk • contribs), ଓଡ଼ିଆ ଭାଗବତ ଲେଖାରେ ଯୋଗ ଦେଇ ଏ କାମଟିକୁ ଆଗକୁ ଆଗେଇ ନେଉଥିବାରୁ ବଡ଼ ଠାକୁରଙ୍କ ଅବଢ଼ାଟିକେ ଆପଣଙ୍କ ପାଇଁ ଭାଇ! ଲେଖାରେ କିଛି ଅସୁବିଧାରେ ପଡ଼ିଲେ ମୋତେ ପଚାରିବେ! --Psubhashish (talk) 14:51, 27 September 2014 (UTC)
ଓଡ଼ିଆରେ ବନାନ ଅଶୁଦ୍ଧି ବାବଦରେ
[edit]ଶାସ୍ୱତ (talk • contribs) ଭାଇ, ଲେଖା ସବୁ ଫଣ୍ଟ କନଭର୍ଟ ବେଳେ ପୂରା ପୂରି ୧୦୦ ଭାଗ ଠିକ ଆସିନଥାଇପାରେ । ତା'କୁ ଆଉଥରେ "ସମ୍ପାଦନା (Edit)" କରି ଯେଉଁ ଯେଉଁ ଜାଗାରେ ଭୁଲ ଅଛି ତା'କୁ ସୁଧାରି ପାରିବେ । --Psubhashish (talk) 11:29, 2 October 2014 (UTC)