Talk:ଓଡ଼ିଆ ଭାଗବତ/୪

From Wikisource
Jump to navigation Jump to search

କିପରି ଓଡ଼ିଆ ଭାଗବତର ଚତୁର୍ଥ ଭାଗ ତିଆରି କରିବେ[edit]

  1. https://wikisource.org କୁ ଯାଇ "Create Account"ରୁ ନୂଆ ଆକା ଉଣ୍ଟଟିଏ ଖୋଲନ୍ତୁ ।
  2. ଏହି ଲିଙ୍କଟି ଖୋଲି ଓଡ଼ିଆ ଭାଗବତର ଲେଖା (ଏବେ ହେ ଶୁଣ ଏକଚିତ୍ତେ...ରେ ଆରମ୍ଭ ହୋଇଛି)କୁ କପି କରନ୍ତୁ ।
  3. ଏହି ଲିଙ୍କରୁ ଆକୃତି କନଭର୍ଟରରେ ସେହି ଲେଖାକୁ ପକାଇ କନଭର୍ଟ କରନ୍ତୁ । ତଳ ବାକ୍ସରେ ଯେଉଁ ଲେଖା ଆସିବ ତାକୁ କପି କରନ୍ତୁ ।
  4. କପି କରିସାରିଲା ପରେ ଲେଖାକୁ ଓଡ଼ିଆ ଭାଗବତ/୪ ପୃଷ୍ଠାର [Edit]ରେ କ୍ଲିକ କରି ପେଷ୍ଟ କରନ୍ତୁ
  5. ଯଦି କିଛି ଭୁଲ ଥାଏ ତାହାକୁ ସୁଧାରି ତଳକୁ ସ୍କ୍ରୋଲ କରି ସେଭ କରନ୍ତୁ ।

ଅସୁବିଧାରେ ପଡ଼ିଲେ ମୋତେ ପଚାରନ୍ତୁ! --Psubhashish (talk) 13:50, 26 September 2014 (UTC)[reply]