Page:Bhasa o Jatiyata.pdf/27

From Wikisource
Jump to navigation Jump to search
This page has not been proofread.

୧୩) ୧୫ଶ ଶତାଦ୍ଦୀର କପିଳେ‌ନ୍ଦ୍ରଦେବଙ୍କ‌ଜଗନ୍ନାଥ ମନ୍ଦିରର ଜୟ‌ବିଜୟ‌ ଦ୍ୱାରର ବାମପାର୍ଶ୍ବେ ର ଖୋଦିତ ଶିଳ‌ାଲେଖ (୪ର୍ଥ ନ୍ଦଙ୍କ‌-୧୪୩୬ଖ୍ରୀ.) - ବୀର ଶ୍ରୀପ୍ରତାପ କପିଳେ‌ଶ୍ୱରଦେବ ମହାରାଜାଙ୍କ‌ର ବିଜୟ‌ରାଜ୍ୟେ ସମସ୍ତ ୪ ଃଙ୍କ‌ ଶ୍ରାହୀ ଧନୁ ଃମାବୈ ସୌରିବାରେ ଶ୍ରୀପୁରୁଷୋତ୍ତମକଟକେ ପରମେଶ୍ୱରଙ୍କ‌ ଦର୍ଶନ ସମଏ ମହାପାତ୍ର କକାଇ ସାନ୍ତରା ମହାପାତ୍ର ଜଳ‌ସରସେନ ନରେନ୍ଦ୍ର ମହାପାତ୍ର ଗୋପିନାଥ ମଙ୍ଗରାଜ ମହାପାତ୍ର କାଶ ବିଦ୍ୟାଧର ମହାପାତ୍ର ବେଲେସ୍ୱର ପ୍ରହରାଜ ମହାପାତ୍ର ଲଖଣ ପୁରୋହିତ ପଟ୍ଟନାୟ‌କ ଦାମୋଦର ମହାସେନାପତି ଥାଇ ପରମେଶ୍ୱରଙ୍କ‌ ଶ୍ରୀଚରଣ ଃଗ୍ରତେ ଭୋଗପରିକ୍ଷା ପାତ୍ର ଃଗ୍ନିସର୍ମା ମୁଦ୍ରହସ୍ତର ଗୋଚରେ ବୋଇଲା-ମୁଦଲେ ଶ୍ରୀଗୁରୁସୋତମଦେବଙ୍କ‌ ଦେଉଳ‌ ଦ୍ୱାରେ ଲେଖନ କରିବା ଃାମ୍ଭର ଓଡିଶା ରାଜ୍ୟର ଲୋଣକଉତୀ ସୁଳ‌କ (=ଶୁଳ୍କ)ର ନ୍ୟାର୍ଯ୍ୟ ଛାଡିଲି ଛାଡିଲି ଏହା ରାଜା ହୋଇ ଯେ ଲଙ୍ଘଇ ସେ ଶ୍ରୀ ଜଗନ୍ନାଥଦେବଙ୍କୁ‌ ଦ୍ରୋହ କର(ଇ) । ୧୪) ଷୋଡଶ ଶତାଦ୍ଦୀର ପ୍ରତାପରୁଦ୍ରଦେବଙ୍କ‌ ୪ର୍ଥ ଃଙ୍କ‌(୧୫୦୦ଖ୍ରୀ.)ରେ ଜୟ‌ବିଜୟ‌ଦ୍ବାରର ବାମପାର୍ଶ୍ୱସ୍ଥ ୬ଷ୍ଠ‌ ଶିଳ‌ାଲେଖ -ବୀରଶ୍ରୀ ଗଜଣପ୍ତି ଗୌଡେଶ୍ୱର ନବକୋଟି କର୍ଣ୍ଣ‌ାଟ କଳ‌ବରଗେସର ବୀରବର ଶ୍ରୀ ପ୍ରତାପରୁଦ୍ରଦେବ ମାହାରାଜାଙ୍କ‌ର ସମସ୍ତ ୪ ଃଙ୍କ‌ ଶ୍ରାହୀ କକଡା ସ୍ନ ୧୦ ବୁଧବାରେ ଃବଧାରିତ ଃାଇଗାଂ ପ୍ରମାନେ ବଡଠାକୁରଙ୍କ‌ ଗୀତୀଗୋବିନ୍ଦ ଠାକୁର ଭୋଗବେଳେ ଏ ନାଟ ହୋଇବ ସଂଝଧୂପ ସରିଲାଠାରୁ ବଡସିଂଗାର ପରିଯନ୍ତେ ଏ ନାଟ ହୋଇବ ବଡଠାକୁରଙ୍କ‌ ସଂପରଦା କପିଳେ‌ଶ୍ୱର ଠାକୁରଙ୍କ‌ଦିଲା ନାଚୁଣୀମାନ ପୁରୁଣା ସଂପରଦା ତେଲେଗୀ ସଂପରଦା ଏମାନେ ସବିହେଂ ବଡ ଠାକୁରଙ୍କ‌ ଗୀତୀ-ଗୋବିନ୍ଦହୁଂ ଃାନଗୀତ ନ ସିଖିବେ । ଃାନଗୀତ ନ ଗାଇବେ । ଃାନ ନାଟ ହୋଇ ପରମେଶ୍ୱରଙ୍କ‌ଛାମୁର ନୋହବ । ଏନାଟ ବିତରକେ ବୈଷ୍ଣବ ଗାଃାଣ ଚାରିଜଣ ଃଛନ୍ତି ଏମାନେ ଗୀତୀ- ଗୋବିନ୍ଦ ଗୀତ ହି ଗାଇବେ ଏହାଙ୍କ‌ଠାର ଃଶିକ୍ଷିତମାନେ ଏକଶ୍ୱରେ ଶୁଣି ଗୀତ-ଗୋବିନ୍ଦ ଗୀତ ହୀ ସେ ଶିଖୀବେ ଃାନ ଗୀତ ନ ଶିଖୀବେ । ଏହା ଉ ପରୀକ୍ଷା ଃାନଗୀତ କରାଇଲେ ଜାଣି ସେ ଜଗନ୍ନାଥଙ୍କ‌ ଦ୍ରୋହ କରଇ । ୧୫) ଷୋଡଶ ଶତାଦ୍ଦୀର ମୁକୁନ୍ଦଦେବଙ୍କ‌ ସୀମାଞ୍ଚଳ‌ସ୍ଥ ଲକ୍ଷ୍ନୀନରସିଂହ ସ୍ବାମୀ ମନ୍ଦିର ବାରଣ୍ଡ‌ାର ଗୋଲାକାର ସ୍ତମ୍ବରେଖୋଦିତ ଶିଳ‌ାଲେଖ (୧୫୬୮ଖ୍ରୀ.) - ସ୍ୱଦତଦ୍ ଦ୍ୱି ଗୁଣଂ ପୁଣ୍ୟଂ ପରଦ ତନୁ ପାଳ‌ନେ ପରଦ ତ ଃପହାରଣେଃ ସ୍ୱଦତ ନିଷ୍ଫଳଂ ଭବେତ୍ ବିର ଶ୍ରୀ ଗଜପତି ଗଉଡେସ୍ୱର ନବକୋଟି-କର୍ନଟକଲବରକେସ୍ୱର ବିରପ୍ରତାପ ଶ୍ରୀ ମୁକୁନ୍ଦଦେଓ ମାହାରାଜାଙ୍କ‌ର ବିଜେ ସୁଭ ରାଇଜେ ସମସ୍ତ ୯ ଃଙ୍କେ‌ ଶ୍ରୀ ନରସିଙ୍ଘନାଥ ଦେବଙ୍କୁ‌ ଭାତ ଭୋଗକୁ ଭିଃାଇ ଜୀଃର ଦେଉଳ‌ର ପ୍ରତ୍ରଣକି କଲା(?) ଟ୧୨୫କା ଃମୃତକୁଣ୍ଡ‌କୁ ଟ୩୬୫କା ଗୋଟିକୁ ଟ୧୬୦କା ଗାଏ ୫୨୫ ଟଙ୍କ‌ା ଧୀଲା କଳି‌ଙ୍ଗ ଦଣ୍ଡ‌ପାଟର ତଳ‌ ଜିଃର ଃଙ୍କ‌ାତଲି ପେଟର କପାପଖିମୁଠା ଃବଦାନ କରି ଦିଲା(?) ଟ୫୨୫କା ଏ ରଜାଙ୍କ‌ ୧୧ ଃଙ୍କେ‌ ସମ୍ପ୍ର‌ଦା ସେବାକୁ ଭିଃାରୁ ମାଇଗୋମୁଣାପୋକ(?) ୨୦- ବ ର ତ ନ ଟ୫୦ଙ୍କ‌ାକୁ ଧୀଲା ଜୀଃର(େ) ଦସରୁ ଟ୧୫୦ଙ୍କ‌ା ହରିରାଜ ନରିନ୍ଦ୍ର ମହାପାତ୍ରଙ୍କ‌ ଗୋଟିକୁ