Page:Amari jatir agua neta.pdf/92

From Wikisource
Jump to navigation Jump to search
This page has not been proofread.

ପୋଲିସ୍ ଆସି ଗାଁ ଚାରିପଟେ ଘେରାଉ କରି ଦେଲେଣି । ତୁମେ କୁଆଡେ ଚାଲିଯାଅ।

  ଲକ୍ଷ୍ମଣ କିନ୍ତୁ ନିଜ ଜୀବନ ଭ୍ୟରେ କୁଆଡେ ଚାଲି ଯିବାକୁ ଚାହିଁଲେ ନାହିଁ । ଏତେ ଲୋକ ତାନ୍କରି କଥାରେ ପଡି ମଲେ,ଜେଲ୍ ଗଲେ ଆଉ ସେ ନିଜେ ସେଥିପାଇଁ ଡରିବେ କାହିଁକି ? ଠିକ୍ ଏତିକି ବେଳକୁ ପୋଲିସ୍ମାନେ ତାଙ୍କ ପାଖରେ ପାହ୍ଛି ଗଲେ । ତାକୁ ହାତକଡ଼ା ପକାଇ ଥାନାକୁ ନିଆଗଲା ।
  ଥାନାରୁ ସେମାନଙ୍କୁ କୋରାପୁଟ ଜେଲ୍କୁ ପଠାଗଲା । ସେଠାରେ ଅକଥନୀୟ ଅତ୍ୟାଚାର ଚାଲିଲା । ଶେଷରେ ୧୯୪୨ ମସିହା ମାସରେ ସେମାଙ୍କର ବିଚାର ଆରମ୍ଭ ହେଲା । ମଣିଷ ମାରିବା ଅପରାଧରେ ତାକୁ ଫାଶ ହୁକୁମ ଦିଆଗଲା ।

ଏହା କ'ଣ କମ୍ ଗୌରବର କଥା ! ଲକ୍ମଣଙ୍କ ମନରେ ଆନନ୍ଦର ଜୁଆର । ମାଟି ମାଆ ପାଇଁ ସେ ଶହିଦ୍ ହେବେ , ହସି ହସି ଜୀବନ ଦେବେ ।