Jump to content

Page:Amari jatir agua neta.pdf/62

From Wikisource
This page has not been proofread.

ସମ୍ବଲପୁର ରାଜା ହୋଇସୁଦ୍ଧା ତାଙ୍କ୍ୁ ରାଜଦୋର୍ହୀ ବୋଲି ସେମାନେ କହି ଯେମିତି ବନ୍ଦୀ ଭାବରେ ଜୀବନର ଅଧିକାଂଶ ବର୍ଷ କାଟିବାକୁ ଅନନୟାୟ ଆଦେଶ ଦେଲେ,ଡାକ୍ତରକୁଂ କହି ସେ ଦୀର୍ଘ ନିଶ୍ୱାସ ପକାନ୍ତି । ଡାକ୍ତର କୋଲିସ ଏହା ଶୁଣି ମନରେ ଦୁଃଖ କରନ୍ତି ଆଉ ବାହାରେ ମଧ୍ୟ ସହାନୁଭୂତି ପର୍କାଶ କରନ୍ତି ।

     ଥରେ ସେ ଏମିତି କହୁ କହୁ ଖୁବ୍ ଉତ୍ତେଜିତ ହୋଇ ପଡିଲେ ଆଉ ପର୍ଳାପ କରି ଉଠିଲେ ହେ ମା ସମଲେଇ । ହେ ମୋ ପର୍ରାଣ ଠାରୁ ଅଧିକ ପିର୍ରିୟ ଜନ୍ମ୍ଭୂମୀ ! ଆଜି ମୁଁ ତୋ ଠାରୁ କାହି୍ଁ କେତେ ଦୁରରେ !ତୋର ସେବା କରିବାକୁ ମୋର ଆଉ ବଳ ବୟସ ନାହିଁ । ତୋତେ ସହାନୁଭୂତି ପର୍କାଶ କରନ୍ତି ।
    ଥରେ ସେ ଏମିତି କହୁ କହୁ ଖୁବ୍ ଉତ୍ତେଜିତ ହୋଇ ପଡିଲେ ଆଉ ପର୍ଳାପ କରି ଉଠିଲେ ହେ ମା ସମଲେଇ । ହେ ମୋ ପର୍ରାଣ ଠାରୁ ଅଧିକ ପିର୍ୟ ଜନ୍ମ ଭୂମି ! ଆଜି ମୁଁ ତୋ ଠାରୁ କାହିଁ କେତେ ଦୂରରେ ! ତୋର ସେବା କରିବାକୁ ମୋର ଆଉ ବଳ ବୟସ ନାହିଁ । ତୋତେ ସ୍ୱାଧିନ କରି ପାରିଲି ନାହିଁ । ଶେଷଥର ପାଇଁ ମୁଁ ତୋତେ ଆଉ ଆଖି ପୂରାଇ ଦେଖି ପାରିଲି ନାହିଁ ! ହଉ,ମା ସମଲେଇ ! ତୋ ଇଚ୍ଛା ! 
     ସୁରେନ୍ଦ୍ରକଂର କଂଠରୁଦ୍ଧ ହୋଇ ଆସିଲା । ତାଙ୍କର ମୁହଁ ଉଜ୍ଜଳି ଉଠିଲା । ତା ପରେ ସବୁ ଶେଷ । ସବୁ ଦିନ ପାଇଁ ସେ ଆଖି ବୁଜି ଦେଲେ । ଡାକ୍ତର ପାଖକୁ ଆସି ଦେଖିଲେ, ତାଙ୍କର କଡ