Talk:ଓଡ଼ିଆ ଭାଗବତ/୧୧
Jump to navigation
Jump to search
କିପରି ଓଡ଼ିଆ ଭାଗବତର ୧୧ଶ ଭାଗ ତିଆରି କରିବେ[edit]
- ଆଗରୁ ଉଇକିପିଡ଼ିଆରେ ଆକାଉଣ୍ଟ ଥିଲେ "Log in" କରନ୍ତୁ କିମ୍ବା https://wikisource.org କୁ ଯାଇ "Create Account"ରୁ ନୂଆ ଆକାଉଣ୍ଟଟିଏ ଖୋଲନ୍ତୁ ।
- ଏହି ଲିଙ୍କଟି ଖୋଲି ଓଡ଼ିଆ ଭାଗବତର ଲେଖା (ନମଇଁ ନୃସିଂହ ଚରଣ...ରେ ଆରମ୍ଭ ହୋଇଛି)କୁ କପି କରନ୍ତୁ ।
- ଏହି ଲିଙ୍କରୁ ଆକୃତି କନଭର୍ଟରରେ ସେହି ଲେଖାକୁ ପକାଇ କନଭର୍ଟ କରନ୍ତୁ । ତଳ ବାକ୍ସରେ ଯେଉଁ ଲେଖା ଆସିବ ତାକୁ କପି କରନ୍ତୁ ।
- କପି କରିସାରିଲା ପରେ ଲେଖାକୁ ଓଡ଼ିଆ ଭାଗବତ/୧୧ ପୃଷ୍ଠାର [Edit]ରେ କ୍ଲିକ କରି ପେଷ୍ଟ କରନ୍ତୁ ।
- ଯଦି କିଛି ଭୁଲ ଥାଏ ତାହାକୁ ସୁଧାରି ତଳକୁ ସ୍କ୍ରୋଲ କରି ସେଭ କରନ୍ତୁ ।
ଅସୁବିଧାରେ ପଡ଼ିଲେ ମୋତେ ପଚାରନ୍ତୁ! --Psubhashish (talk) 14:57, 20 October 2014 (UTC)