Page:Amari matir amar shaheed.pdf/9

From Wikisource
Jump to navigation Jump to search
This page has not been proofread.

ଖୋର୍ଧାର ରାଜା ଦିତୀ୍ୟ ମୁକୁନ୍ଦ୍ଦେବ ଇଂରେଜମାନଙ୍କୁ ବାଧା ନଦେଇ ଆଶା କରିଥିଲେ ମରହାଟ୍ଟାମାନେ ହଟିଗଲେ ସେ ଅଧିକ ସୁବିଧା ପାଇବେ । ତାଙ୍କଠାରୁ ମରହଟ୍ଟାମାନେ ନେଇ ଯାଇଥିବା ଲିମ୍ବାଇ,ଚାହାଙ୍ଗ,ଶିରାଇ,ଚବିଶକୁଦ ଓ ପୁରୀ ଷରକୁ ମିଶାଇ ମସତ୍ ବଡ ଧନଶାଳୀ ଅଞ୍ଚଳ ଇଂରେଜମାନେ ଫେରାଇ ଦେବେ ବୋଲି ଆଶା କରିଥିଲେ । କିନ୍ତୁ ଫରାଇ ଦେବା ବଦଳରେ ବରଂ ଇଂରେଜମାନେ ସାରା ଓଡିଶାରେ ନିଜର ଅଧିକାର ସାବୟ୍ସତ କଲେ ।

                 ଆଗରୁ ତ କୁହାଯାଉଛି, ସେତେବେଳେ ମୁନ୍ଦ୍ଦେବ ନାଁବାଳକ ଥିବାରୁ ମନ୍ତରି ଜୟୀ ରାଜଗୁରୁ ପର୍କୁତରେ ରାଜ୍ୟ  ସାସଙ୍କରୁଥିଲେ । ଇଂରେଜମାନେ ଓଡିଶାରେ ମରଗଟ୍ଟାମାନଙ୍କ ସହିତ  ଲଢେଇ କରିବା ପୂର୍ବରୁ ଏହି ପର୍ରଣାଗିଡିକୁ ଫେରାଇ ଦେବାକୁ ଆଉ ଲକ୍ଷେ ଟଙ୍କା ଦେବାକୁ ଜବାବ୍ ଦେଇଥିଲା । କିନ୍ତୁ ସେମାନେ ଜାଣିଗଲାପରେ ଆଉ ସେ କଥା କଲେ ନାହିଁ । ବରଂ ରାଜାଙ୍କ ସହିତ ଗୋଟିଏ ଚୁକ୍ତି କରିବାକୁ ଇଂରେଜମାନେ ପର୍ସତାବ କଲେ । ଏଥିରେ ଜୟୀ ରାଜଗୁରୁ ଆପତ୍ତି କଲେ । ରାଜାଙ୍କ ପାଖକୁ  ଏଥିପାଇଁ ଇଂରେଜ କମିଶନର ଯେତେ ଚିଠି ଦେଲେ , ତାର ଉତ୍ତର ଦିଆଗଲା ନାହିଁ । ଶେଷରେ ଏକ ଚିଠିରେ ସେ ଜଣାଇଦେଲେ - ଏଇ ଚୁକ୍ତି ନକଲେ ଇଂରେଜ ସରକାର ଅସନତୁ୍ସଟ ହେବେ ଏବଂ କାହାର କୁମନନ୍ଣାରେ ରାଜା ଏହା କରୁଛନ୍ତି ବୋଲି ବିଚାର କରିବେ ।
               କମିଶନର ଜୟୀ ରାଜଗୁରୁଙ୍କ ଶିଖ୍ୟାରେ ରାଜା ଏହା କରୁଛନ୍ତି ବୋଲି ଭାବିନେଲେ । ରାଜା ଓ ମନତରି୍ ମଧ୍ଧରେ ସନ୍ଦେହ ସରୁସଟି୍ କରାଇ ଆଉ ଭୟ ଦେଖାଇ ଇଂରେଜମାନେ କୂଟନୀତିର ଚାଲ ଆରମ୍ଭ କରିଦେଲେ । ବିଭିନ୍ନ ପର୍କାର ଧମକଚମକ କଲେ । ଶେଷରେ ରାଜାଙ୍କୁ ଗୋଟିଏ ଚିଠି ଲେଖି କମିଶନର ଜଣାଇ ଦେଲେ ଯେ ରାଜା କାହାର ଖରାପ ପରାମ୍ଶରେ ଚଳୁଛନ୍ତି । ରାଜଗୁରୁଙ୍କୁ ମଧ୍ଧ ପତ୍ର ଦେଲେ ଯେ ସେ କମିଶନରଙ୍କୁ ଶୀଘ୍ର ଦେଖା କରନତୁ୍ । ତାଙ୍କୁ କୌଣସି ଅସଦ୍ବ୍ୟବହର କରାଯିବ ନାହିଁ ।
                    ୧୮୦୪ ମସିହା ଡିସେମ୍ବର ୭ ତାରିଖରେ କମିଶନର ଘୋଷଣା କଲେ-ରାଜା ମୁନ୍ଦ୍ଦେବ ତଡା ଖାଇଲେ । କାରଣ ସେ ଇଂରେଜ ସରକାରଙ୍କ ପର୍ତି ଖରାପ ବ୍ୟବହାର କଲେ । ଏଣିକି ତାଙ୍କର ପର୍ଜାମାନେ