Page:Amari matir amar shaheed.pdf/11

From Wikisource
Jump to navigation Jump to search
This page has not been proofread.

ସେଇବାଟେ ସମୁଦ୍ରରୁ ଲୁଣପାଣି ସହିତ ମାଛ କଙ୍କଡା ପର୍ଭୁତି ଜଳଜୀବ ଚିଲିଲା ଭିତରକୁ ପାଶି ଆସ୍ନତି । ସେହି ମୁହାଣ ଥିଲା ଭାରି ଘାଟି ଜାଗା । ସେଠାରେ ମରହଟ୍ଟାମାନେ ଫତେ ମହ୍ମଦଙ୍କୁ ଜଗାଇ ରଖିଲେ । ଇଂରେଜ ସେନାପତି ତାଙ୍କୁ ହାତ କରି ତାଙ୍କଠାରୁ ସେ ମୁହାଣ ପାରିହେବାଠାରୁ ଜେତେ ଯାହା ବାଟରେଘାଟ ସବୁ ବୁଝିଥିଲେ ।