Jump to content

Page:Amari jatir agua neta.pdf/69

From Wikisource
This page has not been proofread.

କ୍ରେମ ପତୀନ୍ଦରଙ୍କ ଚେତା ଫେରି ଆସିଲା। ଦେହର ପଟିଗୁଡିକ ଉପରେ ଆଖି ପଡିବାରୁ ସେ ମୁହ୍ମମ ଶୁଖାଇ ଦେଲେ।ସେ ଡାକ୍ତରଖାନାରେ ପଡିଛନ୍ତି ଜାଣି ମନ ବିଷେଇ ଉଠିଲା। ସେ ଦାନ୍ତଭିଡି ପାଟିକରି ଉଠିଲେ- ମୁଁ ଶେଷ ରକ୍ତବିନ୍ଦୁ ଦେଇ ମାଟି ମା ର ମୁକ୍ତି ଲାଗି ଲଢେଇ କରିବି ବୋଲି ପଣ କରିଥିଲି। ଏବେ ବନ୍ଦୀ ହୋଇ ଆସିଛି ଡାକ୍ତରଖାନାରେ ଭଲ ହେବି ବୋଲି? ହାଅ