Page:Amari jatir agua neta.pdf/55

From Wikisource
Jump to navigation Jump to search
This page has not been proofread.

ମିଛ ବିଚାର ହୋଇ ସେମାନଙ୍କୁ ୧୮ ବ କାଳ ଜେଲ ଦଛନ୍ଦ ଦିଆଗଲା


ସେମାନଙ୍କା ସୁଦୁର ହାଜାରିବାଗ ଜେଲକୁ ପାଥାଇ ଦିଆଇଗଲାଅଏସରେଜମାନଙ୍କର ଏମିତି ଅନ୍ୟାୟ କାମ ଖାଲି ସମ୍ବଲପୁର ଥାରେ ଅତକି ନଥିଲା।ସାରା ଦେଶରେ ସେମାନେ ଜେଉମମାଥୁ କେଉଁ ରାଗା ଅପୁତ୍ରକ ହୋଇ ମରୁଥିଲେ,ତାଙରି ରାର୍ଯ୍ୟ କୁ ନିଜେ ଅଧିକାର କରିନେଇ କିମ୍ବା ନିଜର ବୋଲକରା କାହାକୁ ନିଜେ ରାଜା କାରିଇ ସବୁ ସୁବିଧା ହାସଲ କରିବାରେ ରହୁଥିଲେ। ଭାରତୀୟ ସିପାହିମାନଙ ମଧ୍ୟା ଭୁ ଅନ୍ଯା ହୁକୁମ ଦେଇ ନିଜର ଜାତି ଭାଇ ଆଉ ଧର୍ମନୀତି ବିରୁଦ୍ଧରେ କାମ କାରାଇ ଥିଲ। ଫଳରେ ଉତର ଭାରତରେ ମଧ୍ୟ ପ୍ରବଳ ବିଦରୋହ ଆଊ ଆଶାନ୍ିର