Page:Amari matir amar shaheed.pdf/10

From Wikisource
Jump to navigation Jump to search
This page has not been proofread.

ଭାବରେ ରାଜ୍ୟକାର୍ଜ୍ୟ ଚଳାଇଥିଲେ । ତାଙ୍କର ନୟା୍ୟବିଚାର,ସାଧୁତା,ପରୋପକାର ଆଉ ସାହସରେ ରାଜା ପର୍ଜା ସମସ୍ତେ ଖୁସିରେ ହେଲେ । ତାଙ୍କର ସୁନାମ ଚାରିଆଡେ ଖେଳିଗଲା ।

       ସେତେବେଳେ ଓଡିଶାର ଅଧିକାଂଶ ଅଞ୍ଚଳ ମରହଟ୍ଟାଙ୍କ ଅଧୀନରେ ଥିଲା । କେତେକ ଜମିଦାର ଗୋଟିଏ ଗୋଟିଏ ଇଲାକାର ମାଲିକ ହୋଇ ମରହଟ୍ଟାମାନଙ୍କୁ କର ବା ଖଜଣା ଦେଉଥିଲେ । ପୁରୀର ରାଜା ସେମିତି ଖୋଧ୍ଧା ଇଲାକର ମାଲିକ ଥିଲେ । ପୁରୀ ଜଗନ୍ନାଥଙ୍କ ଦେଉଳ ଥାଏ ତାଙ୍କ ଅଧିନରେ ଆଉ ତାଙ୍କୁ ଭକ୍ତିରେ ଲୋକମାନେ ଗଜପତି ମହାରାଜା ବୋଲି କହୁଥିଲେ । ରାଜାଙ୍କର ଗୋଟିଏ ନାର ଥିଲା ପୁରୀରେ ଆଉ ଗୋଟିଏ ଥିଲା ଖୋର୍ଧାରେ । ପୁରୁଣା ପୁରୀ ନଅରଟି ସିଂହହାରଠାରୁ ସର୍ଗଦୁଆରକୁ ଯିବା ବାଟରେ । ଖୋଧ୍ଧା ନଅରଟି ଥିଲା ବରୁଣେଇ ପାହାଡ ତଳେ । ସେଠାରେ ଖୁବ୍ ବଡ ଗଡଟିଏ ଥିଲା । ସେଠାରେ ବହୁ ପାଇକ ସୈନ୍ୟ ରହୁଥିଲେ ଆଉ ଗୁଳିଗୁଳା,ହାତହତିଆର ମହଜୁତ ଥିଲା ।
     ସେଇ ସମୟରେ ଇଂରେଜମାନେ ଓଡିଶାର ଉତ୍ତର ଓ ଦକ୍ଷିଣରେ ଥିବା ଭାରତର ପରା୍ୟ ସବୁ ଅଞ୍ଚଳକୁ ନିଜ ଅକି୍ତୟାରକୁ ନେଇ ଯାଇଥିଲେ । ତେଣୁ ଓଡିଶା ନିଜ ଅଧୀନକୁ ନେଇଗଲେ ସେମାନଙ୍କୁ ସୁବିଧା ହେବ ବୋଲି ଭାବୁଥିଲେ । ଓଡିଶା ମରହଟ୍ଟାମାନଙ୍କ ଅଧୀନରେ ଥିବାରୁ । ଏହା ଫଳରେ ଇଂରେଜମାନେ ଉତ୍ତର ଓ ଦକ୍ଷିନ ଅଞ୍ଚ ମଧ୍ଧରେ ଯିବା ଆସିବା ହେଉଥିଲା ।
                        ସେତେବେଳେ ମାନ୍ଦରଜ୍ରେ ଇଂରେଜମାନଙ୍କର ସେଣ୍ଟଜ୍ଜ ନାମରେ ଗୋଟେ ବିରାଟ ଦୁର୍ଗ ଥିଲା ; ସେଠାରେ ଇଂରେଜ ସେନାପତି ଓ ସୈନୟମାନେ ଗୁଳିଗୋଲା,ତୋପବନ୍ଧୁକ ରଖି ଜଗି ରହୁଥିଲେ । ସେଠାରେ ଥିବା ଇଂରେଜ ସେନାପତି ନାମ ଥିଲା ଜନ୍ରନେଇ ହାଜ୍ରଟ । ସେ ବହୁ ସୈନୟଙ୍କୁ ମାନ୍ଦରାଜ୍ରୁ ସାଥିରେ ଆଣି ଓଡିଶା ଦଖଲ କରିବାକୁ ଆସିଲେ ୧୮୦୩ ମସିହାରେ ।
     ସମୁଦର୍ କୂଳ ସେମାନେ ଚାଲିଲେ । ପୁରୀଜିଲ୍ଲାର ମାଣିକ ପାଟଣା ନାମକ ଗୋଟିଏ ଗାଁ ପାଖରେ ପହ୍ଞ୍ଚିଲେ । ସେହି ଗାଁଟି ଚିଲିକା କୂଳରେ । ସେଠାରେ ହର୍ଦରୁ ବଙ୍ଗୋପସାଗରକୁ ଗୋଟିଏ ମୁହାଣ ଅଛି ।